31.1 C
Bhubaneswar
Tuesday, July 2, 2024
Homeଓଡିଶାଏକ ଐତିହାସିକ ବିଜୟ : ମୋଦୀ

ଏକ ଐତିହାସିକ ବିଜୟ : ମୋଦୀ

ନୂଆଦିଲ୍ଲୀ: ରାଜନୈତିକ ଦୃଷ୍ଟିକୋଣରୁ ଦେଶର ୩ୟ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଜୟ ଏକ ଐତିହାସିକ ବିଜୟ ।

ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ । ସେ କହିଛନ୍ତି ଯେ ଦେଶର ୪ଟି ଜାତିର ବିକାଶ ହେଲେ ଦେଶର ବିକାଶ ହେବ । ଏହି ୪ଟି ଜାତି ହେଲେ ନାରୀ, ଯୁବଗୋଷ୍ଠୀ,କୃଷକ ଓ ଗରିବ । ସେ କହିଛନ୍ତି, ଯେ ଏହି ନିର୍ବାଚନ ଫଳର ପ୍ରଭାବ କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସୀମିତ ରହିବ ନାହିଁ । ଏହା ଦୂର ପର୍ଯ୍ୟନ୍ତ ଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking