31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବାଂଲାଦେଶରେ ଜାଳିଦେଲେ ଇସ୍କନ ମନ୍ଦିର

ବାଂଲାଦେଶରେ ଜାଳିଦେଲେ ଇସ୍କନ ମନ୍ଦିର

ନୂଆଦିଲ୍ଲୀ : ବାଂଲାଦେଶରେ  ହିନ୍ଦୁଙ୍କ ଉପରେ  ବାରମ୍ବାର ଆକ୍ରମଣ ହେଉଛି  । ଏହାରି ଭିତରେ  ଇସ୍କନ ମନ୍ଦିରରେ   ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ଇସ୍କନ ମନ୍ଦିରରେ ଥିବା  ଲକ୍ଷ୍‌ମୀ ନାରାୟଣ ମୂର୍ତ୍ତିକୁ  ମଧ୍ୟ ପୋଡି ଦେଇଛନ୍ତି । ମନ୍ଦିରରେ ରଖାଯାଇଥିବା ଅବଶିଷ୍ଟ ଜିନିଷଗୁଡ଼ିକ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରାଯାଇଛି। ନାମହଟ୍ଟା ଇସ୍କନ ମନ୍ଦିରରେ ନିଆଁ ଲାଗିବା ଯୋଗୁ ଏହା ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ଶାସନ କାଳରେ, ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ଉପରେ କ୍ରମାଗତ ଆକ୍ରମଣ ଚାଲିଛି। ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ହିଂସା ଘଟଣାକୁ ଭାରତର ଲଗାତର ବିରୋଧ ବଢ଼ିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking