23.1 C
Bhubaneswar
Friday, November 22, 2024
Homeଓଡିଶାଇସ୍କନ ଭକ୍ତଙ୍କୁ ଚୂନ ଲଗାଇଲେ ସାଇବର ଠକ: ଓଟିପି ଆଳରେ ନେଇଗଲେ ୧.୨୬ ଲକ୍ଷ ଟଙ୍କା

ଇସ୍କନ ଭକ୍ତଙ୍କୁ ଚୂନ ଲଗାଇଲେ ସାଇବର ଠକ: ଓଟିପି ଆଳରେ ନେଇଗଲେ ୧.୨୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଇସ୍କନର ଭକ୍ତ ତଥା ସିଆରପିଏଫ କନଷ୍ଟେବଲଙ୍କୁ ସାଇବର ଠକ ଚୂନ ଲଗାଇଛନ୍ତି । ଆସାମର ମୋହନ ଡୋକା ନାମକ ବ୍ୟକ୍ତି ଠକେଇର ଶୀକାର ହୋଇଛନ୍ତି । ଭଜନ ଜପୁଥିବା ବେଳେ ଆସିଥିଲା ସାଇବର ଠକଙ୍କ କଲ । କ୍ରେଡିଟ କାର୍ଡ ଓଟିପି ଦେବା ଆଳରେ ସାଇବର ଠକ ୧ ଲକ୍ଷ ୨୬ ହଜାର ଲୁଟି ନେଇଛନ୍ତି । । ଏ ନେଇ ସାଇବର ଠକେଇର ଶୀକାର ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୋହନଙ୍କ ଅଭିଯୋଗ ମୁତାବକ ତାଙ୍କର କେର୍ଡିଟ କାଡ ବନ୍ଦ ହୋଇଯାଇଥିବା ସାଇବର ଠକ କଲ କର ିକହିଥିଲେ । କେର୍ଡିଟ କାର୍ଡକୁ ଆକ୍ଟିଭ କରିବା ନେଇ ମୋବଇଲକୁ ଯାଇଥିବା ଓଟିପି ଦେବାକୁ କହିଲେ । ମୋହନଙ୍କର ଏ ନେଇ ଜ୍ଞାନ ନଥବାରୁ ସେ ୫ ଥର ମେ।।ବାଇଲ ପୋନରେ ଓଟିପି ଦେବାରୁ ୧ ଲକ୍ଷ ୨୬ ହଜାର ଟଙ୍କା ଆକାଉଣ୍ଟରୁ କଟି ଯ।।ଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking