28.1 C
Bhubaneswar
Sunday, July 27, 2025

ଭୁବନେଶ୍ୱର:ରାଜ୍ୟାର ଆଇପିଏସ ଓ ଓପିଏସ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଏ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।
ଆଇପିଏସ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସର ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ସତୀଶ କୁମାର ଗଜଭିୟେଙ୍କୁ ଟ୍ରାଫିକ୍ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ କରାଯାଇଛି । ମନୋଜ ମହନ୍ତ ଦେବଗଡର ଏସପି ହୋଇଛନ୍ତି । ଓଏପିଏସ ବିଜୟ ସାହୁଙ୍କୁ ସପ୍ତମ ବାଟାଲିଅନର କମାଣ୍ଡାଣ୍ଟ ଭାବେ ଗୁରୁଦାୟିତ୍ୱ ଦିଆଯାଇଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking