ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ଇନ୍ସପେକ୍ଟର ଗିରଫ । ଲଭ, ସେକ୍ସ, ଧୋକା ଅଭିଯୋଗରେ ପୋଲିସ ଇନସ୍ପେକ୍ଟର ଗିରଫ କର କରିଛନ୍ତି । ରାଜଧାନୀରେ ଆଇଆଇସିଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ମହିଳା ସବ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଆଇଆଇସି ଗିରଫ ହୋଇଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ନିକଟରେ ସବ ଇନ୍ସପେକ୍ଟରରୁ ଇନ୍ସପେକ୍ଟରକୁ ପଦୋନ୍ନତି ହୋଇଥିଲେ ।










