27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଭାରତୀୟ ନୌସେନାରେ ସାମିଲ ହେଲା ‘ମୋର୍ମୁଗାଓ’

ଭାରତୀୟ ନୌସେନାରେ ସାମିଲ ହେଲା ‘ମୋର୍ମୁଗାଓ’

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହୋଇଛି ଆଇଏନଏସ ମୋର୍ମୁଗାଓ । ଯୁଦ୍ଧ ଜାହାଜକୁ ମୁମ୍ବାଇରେ କଳାବତରଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ଆଇଏନଏସ ମୋର୍ମୁଗାଓ ଯୁଦ୍ଧ ଜାହାଜ । ଯାହା ଏବେ ଖୁବଶୀଘ୍ର ଭାରତୀୟ ନୌସେନା ସହିତ ସାମିଲ ହେବାକୁ ଯାଉଛି । ଯାହା ଦ୍ୱାରା ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।

ବାଂଲାଦେଶ ଟେଷ୍ଟ ବିଜୟ ପରେ ବଦଳିଲା ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking