ଭୁବନେଶ୍ୱର : ନର୍ସଙ୍କ ଆନ୍ଦୋଳନର ବଡ ପ୍ରଭାବ । ଘରୋଇ ହସ୍ପିଟାଲକୁ ରୋଗୀ ରେଫର । କ୍ୟାପିଟାଲ ହସ୍ପିଟାଲରୁ ରୋଗୀଙ୍କୁ କରାଯାଉଛି ରେଫର । ସେବା ପାଇଁ ନର୍ସ ନଥିବାରୁ ଫେରିଯାଉଛନ୍ତି ରୋଗୀ । କ୍ୟାପିଟାଲ ହସ୍ପିଟାଲରେ ଆଉଟ ସୋର୍ସିଂ ନର୍ସ କାମ କରୁଛନ୍ତି । ୧୮୧ ନର୍ସଙ୍କ ଜାଗାରେ ୫୦ ଆଉଟ୍ ସୋର୍ସିଂ କର୍ମଚାରୀ ଅଛନ୍ତି । ଫାର୍ମାସିଷ୍ଟ ଓ ଟ୍ରେନି ନର୍ସଙ୍କୁ ନେଇ ଚାଲିଛି ହସ୍ପିଟାଲ । କ୍ୟାପିଟାଲ ହସ୍ପିଟାଲ ଉପ ଅଧୀକ୍ଷକଙ୍କ ସୂଚନା ।