29.1 C
Bhubaneswar
Sunday, February 8, 2026
Homeଓଡିଶାଥାନାରେ ଅମାନୁଷିକ ଦଣ୍ଡ: ମୁକୁଳାଇଲେ ସାଂସଦ

ଥାନାରେ ଅମାନୁଷିକ ଦଣ୍ଡ: ମୁକୁଳାଇଲେ ସାଂସଦ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ ଅମାନୁଷିକ ଦଣ୍ଡ । ଦୁଇ ଦିନ ଧରି ଜଣଙ୍କ ହାତ ଗୋଡରେ ହ୍ୟାଣ୍ଡକପ ପକାଇ ନିର୍ଯାତନା ଦିଆଯାଉଥିଲା । ପୁଣି ବିନା ମାମଲାରେ ଥାନା ଅଧିକାରୀ ଅପରି କରିଥିବା ଅଭିଯୋଗ ଆସିଥିଲା । ସାମାନ୍ୟ ବାଇକ ଅଦଳ ବଦଳ ଘଟଣାକୁ ନେଇ ଆମାନୁଷିକ ଦଣ୍ଡ ଦିଆଯାଉଥିଲା । ଖବର ପାଇ ପହଞ୍ଚି ସବୁ ଦେଖିଲେ ସାଂସଦ ପ୍ରତାପ ଷଡଙ୍ଗୀ । ସିଧା ଭିଡିଓ କଲ କରି ଆଇଆଇସିଙ୍କ କାରନାମା ଏସପିଙ୍କୁ ଜଣାଇଲେ । ଏସପିଙ୍କ ନିର୍ଦ୍ଦେଶ ପରେ ନିର୍ଯାତନାର ଶିକାର ବ୍ୟକ୍ତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କର୍ମଚାରୀ ଅଭାବରୁ ଏପରି କରିଥିଲୁ ବୋଲି ଆଇଆଇସିଙ୍କ ଖାମଖିଆଲି ମନ୍ତବ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking