ନୂଆଦିଲ୍ଲୀ: ଗ୍ଲୋବାଲ ଟାଇମ୍ସର ଖବରକୁ ଭାରତର ଖଣ୍ଡନ । ମିଛ ଖବର ପ୍ରଚାର କରିଛି ଗ୍ଲୋବାଲ ଟାଇମ୍ସ । ଭାରତୀୟ ଯୁଦ୍ଧବିମାନକୁ ପାକ୍ କ୍ରାସ୍ କରିଥିବା ମିଛ ଖବର ପ୍ରକାଶ କରିଛି ଗ୍ଲୋବାଲ ଟାଇମ୍ସ । ସୋସିଆଲ ମିଡିଆ ଏକ୍ସରେ ଖଣ୍ଡନ କଲା ଭାରତୀୟ ଦୂତାବାସ । ପ୍ରମାଣ ନଥାଇ ଗୁଜବ ପ୍ରଚାର କରିଛି ଗ୍ଲୋବାଲ ଟାଇମ୍ସ । ପହଲଗାମ ଘଟଣା ପରେ ଚୁପ ବସିଥିଲା ପାକ୍ । ଆତଙ୍କୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ପାକିସ୍ତାନ । ପାକ୍ ମାଟିରେ ଆତଙ୍କୀଙ୍କୁ ଶରଣ ଦିଆଯାଇଥିବା ଆକ୍ରମଣ ଥିଲା ଅପରେସନ ସିନ୍ଦୂର । କେବଳ ଆତଙ୍କୀ ଶିବିରଙ୍କୁ ଟାର୍ଗେଟ୍ କରିଛି ଭାରତୀୟ ସେନା । ପାକ୍ ସେନା ଉପରେ ହୋଇନାହିଁ କୌଣସି ଆକ୍ରମଣ ।