ନୂଆଦିଲ୍ଲୀ: ଭାରତ-ପାକିସ୍ତାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ସୂଚନା । ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି କହିଲେ ଟ୍ରମ୍ପ । ଏକ୍ସରେ ଏନେଇ ଟ୍ରମ୍ପ ଦେଲେ ବଡ ସୂଚନା । ଦୁଇ ଦେଶ ସହ ମଧ୍ୟସ୍ଥତା ପରେ ସହମତି ନେଇ ଜଣାଇଲେ ଟ୍ରମ୍ପ । ଆମେରିକାର ମଧ୍ୟସ୍ଥତା ପରେ ଭାରତ ଏବଂ ପାକିସ୍ତାନ ଏକ ପୂର୍ଣ୍ଣ ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ବୋଲି ଶନିବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି।
— Donald J. Trump (@realDonaldTrump) May 10, 2025