26.1 C
Bhubaneswar
Friday, March 27, 2026
Homeଓଡିଶାସଂସଦରେ ପ୍ରତାପ ଷଡଙ୍ଗୀଙ୍କୁ ଠେଲା ପେଲା ଘଟଣା: ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ

ସଂସଦରେ ପ୍ରତାପ ଷଡଙ୍ଗୀଙ୍କୁ ଠେଲା ପେଲା ଘଟଣା: ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ

ଭୁବନେଶ୍ୱର: ସଂସଦରେ ପ୍ରତାପ ଷଡଙ୍ଗୀଙ୍କୁ ଠେଲା ପେଲା ଘଟଣାରେ ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଜେପି ଯୁବମୋର୍ଚ୍ଚାର ପଦର୍ଶନ । ତେବେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଟାୟାର ଜାଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking