27.1 C
Bhubaneswar
Friday, December 5, 2025
Homeଓଡିଶାଓଡିଶାରେ ଓଡିଆ ଠିକାଦାରଙ୍କୁ ଆର୍ଥିକ ସୀମା ଅନୁଯାୟୀ ଦିଆଯାଉଛି କାର୍ଯ୍ୟ

ଓଡିଶାରେ ଓଡିଆ ଠିକାଦାରଙ୍କୁ ଆର୍ଥିକ ସୀମା ଅନୁଯାୟୀ ଦିଆଯାଉଛି କାର୍ଯ୍ୟ

ଭୁବନେଶ୍ୱର: ଆଜି ବିଧାନସଭା  ଶୀତକାଳିନ ଅଧିବେଶନର ତୃତୀୟ ଦିନ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ ।   ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଓଡିଆ ଠିକାଦାରଙ୍କୁ  କାମ ଦେବାକୁ ପଦକ୍ଷେପ  ନିମନ୍ତେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଓଡିଶାର  କାମକୁ ଓ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ଓ ସ୍ଥଳରେ  ଆଣ୍ଟିସ୍କିଡ ରୋଡ କାମକୁ ଓଡିଶାରେ ଥିବା ଓଡିଆ ଠିକାଦାରଙ୍କୁ ନଦେଇ  କଲିକତାର ଠିକାଦାରଙ୍କୁ କେଉଁ  ମାପକାଠିରେ ଓ  ଭିତ୍ତିରେ ଦିଆଯାଇଛି  ତାର ବିବରଣୀ  ବିଗତ ବର୍ଷ ଠୁ  ଅଦ୍ୟବଧି ଯାଏଁ ଦେବେ କି ? ଅଣ ଓଡିଶା ଠିକାଦାର ଆସୋସିଏସନଙ୍କ ସହ କାହିଁକି କରୁନାହାଁନ୍ତି ଆଲୋଚନା ତାହା ଜଣାନ୍ତୁ ।ବିଧାୟକ ରଣେନ୍ଦ୍ରଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି କହିଛନ୍ତି, ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ସ୍ଥାନମାନଙ୍କରେ ଆଣ୍ଟି- ସ୍କିଡ ରାସ୍ତା ନିର୍ମାଣ  କାର୍ଯ୍ୟ, ଠିକାଦାରମାନଙ୍କ ଶ୍ରେଣୀ ଓ ଆର୍ଥିକ ସୀମା ଅନୁଯାୟୀ ନିବାଦ ପ୍ରକ୍ରିୟା ମାଧ୍ୟମରେ ସମ୍ପାଦନ କରାଯାଉଛି ।  ଅଲ ଓଡିଶା ଠିକାଦାର ସଂଘ ଆଲୋଚନା ପାଇଁ  ବିଭାଗୀୟ ବରିଷ୍ଠ ଯନ୍ତ୍ରୀମାନଙ୍କ ନିକଟକୁ ଆସିଲେ  ସେମାନଙ୍କ ସହ ଆଲଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking