28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶପାକିସ୍ତାନକୁ ଆଇଏମଏଫ୍ ଦେବ ୩ ବିଲିୟନ ଡଲାର

ପାକିସ୍ତାନକୁ ଆଇଏମଏଫ୍ ଦେବ ୩ ବିଲିୟନ ଡଲାର

ଇସଲାମାବାଦ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ୍‌) ପକ୍ଷରୁ ପାକିସ୍ତାନକୁ ୩ ବିଲିୟନ ଡଲାର ଋଣ ଆକାରରେ ପ୍ରଦାନ କରାଯିବ । ବୁଧବାର ଆଇଏମଲଫ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପ୍ରଥମ ଦଫାରେ ପାକିସ୍ତାନକୁ ୧.୨ ବିଲିୟନ ଏବଂ ଦ୍ୱିତୀୟ ଦଫାରେ ୧.୮ ବିଲିୟନ ଡଲାର ମିଳିବ ବୋଲି କୁହାଯାଇଛି ।

ଘୋର ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବିଭିନ୍ନ କାର୍ଯ୍ୟକ୍ରମର ରୂପାୟନ ଏବଂ ବାହ୍ୟ ଋଣ ପରିଶୋଧ କରିବାକୁ ଆଇଏମଏଫ୍‌ର ଦ୍ୱାରସ୍ଥ ହୋଇଛି । କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ଏବଂ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ଯୋଗୁଁ ପାକିସ୍ତାନ ଅର୍ଥନୀତି ଏକପ୍ରକାର ଭୁଶୁଡି ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking