31.1 C
Bhubaneswar
Friday, February 6, 2026
Homeଓଡିଶାଭୁଲ କଲେ ତଦନ୍ତର ସାମ୍ନା କରିବାକୁ ପଡେ: ମନ୍ତ୍ରୀ

ଭୁଲ କଲେ ତଦନ୍ତର ସାମ୍ନା କରିବାକୁ ପଡେ: ମନ୍ତ୍ରୀ

ଭୁବନେଶ୍ୱର: ପାଣ୍ଡିଆନଙ୍କ ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରସଙ୍ଗ ଉପରେ ତଦନ୍ତ କରିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଭୁଲ କାମ କଲେ ଦଣ୍ଡ ମିଳେ, ତଦନ୍ତର ସାମ୍ନା କରିବାକୁ ପଡେ । ଯିଏ ଭୁଲ କରିବେ ତଦନ୍ତର ସାମ୍ନା କରିବେ । ଯିଏ ଭୁଲ କରୁଥିଲେ ସେ କଣ ଜାଣୁ ନଥିଲେ । ଆଜି ଯେତେବେଳେ ତଦନ୍ତ ହେଉଛି ଏଥିରେ ବିଚିତ୍ର କିଛି ନାହିଁ ।

ପାଣ୍ଡିଆନଙ୍କ ପାଇଁ ପୁଣି ବଢିଲା ଅଡୁଆ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking