ପାଣ୍ଡିଆନଙ୍କ ପାଇଁ ପୁଣି ବଢିଲା ଅଡୁଆ
ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କ ପାଇଁ ପୁଣି ବଢିଲା ଅଡୁଆ । ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୂର୍ବତନ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ଦସ୍ତାବିଜ ଏବଂ ଇଲେକ୍ଟ୍ରୋନିକ ରେକର୍ଡ ମାଗିଲା କ୍ରାଇମବ୍ରାଞ୍ଚ । ଦସ୍ତାବିଜ ଓ ଇଲୋକ୍ଟ୍ରୋନିକ ରେକର୍ଡ ଦାକଲ କଲେ ହିଁ ତଦନ୍ତ ଆଗକୁ ବଢିବ ବୋଲି ଅଭିଯୋଗ କରି ଭାକତୀୟ ବିକାଶ ପରିଷଦର ସଭାପତି ସୁରେଶ ପାଣିଗ୍ରାହୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ପାଣ୍ଡିଆନ ଓଡିଶା ବିଜନେସରୁ … Continue reading ପାଣ୍ଡିଆନଙ୍କ ପାଇଁ ପୁଣି ବଢିଲା ଅଡୁଆ
Copy and paste this URL into your WordPress site to embed
Copy and paste this code into your site to embed