29.1 C
Bhubaneswar
Saturday, September 28, 2024
Homeଓଡିଶାଦଳ ଯଦି ନିଷ୍ପତ୍ତି ନେଇଛି, ଅସ୍ୱୀକାର କରିବାକୁ ମୁଁ କିଏ : ପ୍ରସନ୍ନ ପାଟ୍ଟଶାଣୀ

ଦଳ ଯଦି ନିଷ୍ପତ୍ତି ନେଇଛି, ଅସ୍ୱୀକାର କରିବାକୁ ମୁଁ କିଏ : ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର : ଚିଲିକା ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ପାଟ୍ଟଶାଣୀ । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା । ଗତକାଲି ନବୀନ ନିବାସରେ ମିଟିଂ ହୋଇଥିଲା । ଚିଲିକା ମୋ ଗାଁ, ପାକ୍ଷ ଖୋର୍ଦ୍ଧାରୁ ମୁଁ ୪ ଥର ବିଥାୟକ ହୋଇଛି । ଦଳ ମୋତେ ଯେଉଁଠି ଦାୟିତ୍ୱ ଦେବ ମୁଁ ରାଜି ବୋଲି କହିଲେ ପାଟ୍ଟଶାଣୀ । ଦଳ ଯଦି ନିଷ୍ପତ୍ତି ନେଇଛି, ଅସ୍ୱୀକାର କରିବାକୁ ମୁଁ କିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking