19.1 C
Bhubaneswar
Tuesday, February 3, 2026
Homeଓଡିଶାସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଆମ ବସ୍‌ ଚଳାଇବେ: ଉଷା ପାଢ଼ୀ

ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଆମ ବସ୍‌ ଚଳାଇବେ: ଉଷା ପାଢ଼ୀ

ଭୁବନେଶ୍ୱର: ‘ଆମ ବସ୍‌’ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ। ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀଙ୍କ ସୂଚନା। ସୂଚନା ଦେଇ ସେ କହିଛନ୍ତି ଯେ ଡ୍ରାଇଭରଙ୍କର ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ। ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଡ୍ରାଇଭ୍‌ ଅନୁମତି ମିଳିବ, ନଚେତ ମିଳିବନି। ଯେଉଁ ଡ୍ରାଇଭର ଅଧିକ ସମ୍ବେଦନଶୀଳ ପ୍ରମାଣ କରିବେ ଇନସେଣ୍ଟିଭ ମିଳିବ। ଲେନ୍‌ ଡ୍ରାଇଭିଂକୁ ଗୁରୁତ୍ବ ଦେଉଛୁ, ମାସେ ପର୍ଯ୍ୟନ୍ତ ଅନୁଧ୍ୟାନ କରିବୁ। ରୋଡ୍‌ ସେଫ୍ଟି ପାଇଁ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଛି। ସ୍ମାର୍ଟ ସିଟି ଅଫିସ୍‌ରେ କିମ୍ବା କ୍ରୁଟ ଅଫିସ୍‌ରେ ଏମ୍‌ଡି ତଦାରଖ କରିବେ। ଯଦି ଆମ ବସ୍‌ ଟ୍ରାଫିକ ନିୟମ ଭାଙ୍ଗେ, ତାହେଲେ ଇ-ଚାଲାଣ କଟିବ। ସବୁର ତଦାରଖ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ମୋ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ପରିବହନ କମିଶନର, ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ ସଦସ୍ୟକୁ ନେଇ କମିଟି ଗଠନ କରାଯାଇଛିପ୍ରତି ୧୫ ଦିନରେ ଥରେ ଏହି କମିଟି ବସି ସମୀକ୍ଷା କରିବେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking