26.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଆଇଏଏସ୍ ଟୀନା ଧାବିଙ୍କ ପୁଅର ଫଟୋ, ଶୋସିଆଲ ମିଡିଆରେ...

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଆଇଏଏସ୍ ଟୀନା ଧାବିଙ୍କ ପୁଅର ଫଟୋ, ଶୋସିଆଲ ମିଡିଆରେ ଫଟୋ ସେୟାର କଲେ

ନୂଆଦିଲ୍ଲୀ: ଆଇଏଏସ ଟୀନା ଧାବିଙ୍କୁ କିଏ ବା ନଜାଣେ । କାରଣ  ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ନେଇ ସେ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ତେବେ  କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଆଉ ଦେଖିବାକୁ ମିଳୁନଥିଲା । ଶୋସିଆଲ ମିଡିଆଠୁ ଦୂରରେ ରହୁଥିଲେ ଟୀନା । କିନ୍ତୁ ଏବେ ପ୍ରଥମ ଥର ସେ ତାଙ୍କ ପୁଅର ଫଟୋ ଶୋସିଆଲ ମିଡିଆରେ ସୋର କରିଛନ୍ତି । ଆଇଏଏସ୍ ଟିନା ଡାବି ଗତ କିଛି ଦିନ ତଳେ ମା’ ବନିଛନ୍ତି ବହୁଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ଟିନା ଡାବି। ଜୟପୁରର ଏକ ହସ୍ପିଟାଲରେ ତାଙ୍କର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଟିନା। ସନ୍ତାନ ଜନ୍ମହେବା ପରଠାରୁ ଟିନା ସୋସିଆଲ୍ ମିଡିଆରେ କେବେ ବି ତାଙ୍କର ଚେହେରା ଦେଖାଇ ନଥିଲେ। ପ୍ରଥମ ଥର ପାଇଁ ନିଜ ପୁଅର ଚେହେରା ଦେଖାଇଛନ୍ତି ଟିନା। ଆଇଏଏସ୍ ଟିନା ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରିରେ ତାଙ୍କ ଆଇଏଏସ୍ ଭଉଣୀ ରିୟା ଡାବିଙ୍କ ସ୍ବାମୀ ମନୀଷ କୁମାରଙ୍କର ଏକ ଫଟୋ ଦେଇଥିଲେ। ଫଟୋରେ ମନୀଷଙ୍କୁ ଟିନାଙ୍କ ପୁଅକୁ କୋଳରେ ଧରିଥିବାର ଦେଖିବାକୁ ମିଳିଥିଲା। ସେ ତାଙ୍କ ପୁଅ ତରଫରୁ ମଉସାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ଏହି ଫଟୋ ସେୟାର୍ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking