ଭୁୁବନେଶ୍ୱର: ବିଜୟଙ୍କ ବିବାହକୁ ନେଇ ପ୍ରତିକ୍ରିା ଦେଲେ ସୋମାଲିକା । ବିଜୟଙ୍କ ଉପରକୁ ବର୍ଷିଲେ । କହିଲେ ବିଜୟଙ୍କୁ ଛାଡିବିନି । ଅଭିଯୋଗ କରିବି । ଏମିତି କହିଲେ ସୋମାଲିକା । କଟକ ଯାଇ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବି । କମ୍ପଲେନ ନିଶ୍ଚିତ କରିବି । ମୋର କଣ କିଛି ଇଜ୍ଜତ ନାହିଁ । ସେ ଯେତେବେଳେ ଆଉ ଯାହାକୁ ଚାହିଁବେ କଣ ତାଙ୍କ ଜୀବନ ନଷ୍ଟ କରିଦେବେ? ମୁଁ ଝିଅ ବୋଲି କ’ଣ ମୋତେ ଏମିତି ହଇରାଣ କରାଯିବ ନା କ’ଣ? ୩୦ ଦିନ ଭିତରେ ମୁଁ ନିଶ୍ଚିତ କମ୍ପଲେନ କରିବି ବୋଲି କହିଲେ ସେମାଲିକା ।