26.1 C
Bhubaneswar
Thursday, April 2, 2026
Homeଓଡିଶାପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି: ପାଟ୍ଟଶାଶୀ

ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି: ପାଟ୍ଟଶାଶୀ

ଭୁବନେଶ୍ୱର: ବିଜେଡିରେ ଏବେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ । ଦଳୀୟ ଅସନ୍ତୋଷ ଏବେ ବିସ୍ପୋରଣର ରୂପ ନେବାକୁ ଯାଉଛି । ଗତକାଲି ବରିଷ୍ଠ ବିଜେଡି ନେତା ଅମରପ୍ରସାଦ ଶତପଥୀ ନିଜର ଅସନ୍ତୋଷ ଝାଡ଼ିଥିବାବେଳେ ଆଜି ପ୍ରସନ୍ନ ପାଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି । ଭି.କେ ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି ବୋଲି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି । ଏହାଛଡ଼ା ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ  ଥିବେ ସେତେ ପର୍ଯ୍ୟନ୍ତ ମୁଁ ବିଜେଡିକୁ ଆସିବି ନାହିଁ । ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା ବୋଲି ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking