26.1 C
Bhubaneswar
Saturday, June 7, 2025
Homeଓଡିଶା୨ ମନ୍ତ୍ରୀଙ୍କ ପାଇଁ ଚିଟଫଣ୍ଡରେ ଫସିଲି:  ପ୍ରଭାତ

୨ ମନ୍ତ୍ରୀଙ୍କ ପାଇଁ ଚିଟଫଣ୍ଡରେ ଫସିଲି:  ପ୍ରଭାତ

ଭୁବନେଶ୍ୱର: ପୂର୍ବ ସରକାରରେ ଥିବା ୨ ମନ୍ତ୍ରୀଙ୍କ ପାଇଁ ଚିଟଫଣ୍ଡରେ ଫସିଲି । ଏଭଳି କିଛି ସାଙ୍ଘାତିକ ବୟାନ ଦେଇଛନ୍ତି, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । କହିଛନ୍ତି , ଚୋରି କରି ମୋ ମୁଣ୍ଡରେ ଅଠା ବୋଳିଲେ । ସେମାନଙ୍କ ନାଁ ନେଇ କିଛି ଲାଭ ନାହିଁ । ଭଗବାନ ସବୁ ଦେଖୁଛନ୍ତି ।  ମାମଲା ନ୍ୟାୟାଳରେ ବିଚାରଧୀନ  ଅଛି । ମୋର   ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ରହିଛି ।  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking