27.1 C
Bhubaneswar
Monday, September 23, 2024
Homeଓଡିଶାମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ,ଦଳ ଯାହା ଦାୟିତ୍ୱ ଦେବ ନିର୍ବାହ କରିବି : ମହମ୍ମଦ...

ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ,ଦଳ ଯାହା ଦାୟିତ୍ୱ ଦେବ ନିର୍ବାହ କରିବି : ମହମ୍ମଦ ମୋକିମ

ଭୁବନେଶ୍ୱର: କଂଗ୍ରେସ ସହ ଥିଲି, ଅଛି ଏବଂ ରହିବି । ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ,ଦଳ ଯାହା ଦାୟିତ୍ୱ ଦେବ ନିର୍ବାହ କରିବି । ମୁଁ କଂଗ୍ରେସ ବିରୁଦ୍ଧରେ ନଥିଲି, କେବେ ଦଳ ବିରୁଦ୍ଧରେ ମୁହଁ ଖୋଲିନଥିଲି । ଆଜି ନିଲମ୍ବନ ହଟିବା ପରେ ଏଭଳି କହିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ। ସୂଚନାଯୋଗ୍ୟ ଯେ, ତିନି ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ହଟିଲା । ସେହିଭଳି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ମଧ୍ୟ ଦଳ ନିଲମ୍ବନ ହଟାଇଲା । ତେବେ ଉଭୟଙ୍କ ନିଲମ୍ବନ ହଟିବା ନେଇ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ସେପଟେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ଦଳକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking