26.1 C
Bhubaneswar
Friday, April 3, 2026
Homeଓଡିଶାସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

ଭୁବନେଶ୍ୱର : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏଭଳି ହ୍ୟାକାଣ୍ଡ ଘଟିଛି ମୋହନା ବ୍ଲକ ଡଙ୍ଗର   ଗାଁରେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ପରିବେଶ ଶୋକାକୁଳ ଦେଖାଦେଇଛି ।  ସ୍ଥାନାୟ ଲୋକଙ୍କ ମନରେ ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking