ଭୁବନେଶ୍ୱର: ସ୍ତ୍ରୀର ଗଳାକାଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ହୋଇଥିବା ସୂଚନା ରହିଛି । ମାଲକାନଗିରି ପଡିଆ ଗାଁରେ ନିଶାସକ୍ତ ସ୍ୱାମୀର ଉନ୍ମୁକ୍ତକାଣ୍ଡ । ବଚସାରୁ ସ୍ତ୍ରୀର ତଣ୍ଟି କାଟିବା ପରେ ନିଜ ତଂଟି କାଟିଦେଲା ସ୍ୱାମୀ । ମାଲକାନଗିରି ମେଡିକାଲରେ ଉଭୟଙ୍କୁ ମତ ଘୋଷଣା ।
ପ୍ରେସକ୍ରିପସନ୍ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି