30.1 C
Bhubaneswar
Saturday, October 5, 2024
Homeଓଡିଶାସ୍ୱାମୀ ମୃତ, ସ୍ତ୍ରୀ ଓ ଛୁଆ ଗୁରୁତର

ସ୍ୱାମୀ ମୃତ, ସ୍ତ୍ରୀ ଓ ଛୁଆ ଗୁରୁତର

ଭୁୁବନେଶ୍ୱର: ସୁନ୍ଦରଗଡରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରଲର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଛୁଆ ଗୁରୁତର । ସଦର ଥାନା ସରକାରୀ ମହାବିଦ୍ୟାଳ ବ୍ରିଜ ଉପରେ ଏହି ଦୁର୍ଘଟଣା ହୋଇଛି । ଦଶାହ କାର୍ଯ୍ୟ ସାରି ଫେରୁଥିବା ବେଳେ ମାଡ଼ିଗଲା ଟ୍ରଲର । ଚାହୁୃ ଚାହୁଁ ନିମିଷକେ ଚାଲିଗଲା ଜୀବନ । ତେବେ ଏହି ଘଟଣା ପରେ ଉତ୍ତ୍ୟକ୍ତ ହୋଇପଡିଥିଲେ ଲୋକେ । ଫଳରେ ଯାତ।।ତରେ ବାଧା ଉପୁଜିଥିଲା ।

ଗୋଶାଳା ତଳେ ସୁଡ଼ଙ୍ଗ’, ବାହାର କରାଯାଉ ଥିଲା ପେଟ୍ରୋଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking