27.1 C
Bhubaneswar
Saturday, October 19, 2024
Homeଅପରାଧସ୍ତ୍ରୀ କୁ କରୋନା ପାଇଁ ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀ କୁ କରୋନା ପାଇଁ ସ୍ୱାମୀର ଆତ୍ମହତ୍ୟା

ଭୁବନେଶ୍ୱର:ସ୍ୱାମୀ ସ୍ତ୍ରୀ ର ସମ୍ପର୍କ । ସମ୍ପର୍କ ଯୁଗ ଯୁଗର । ସ୍ତ୍ରୀର କଷ୍ଟ ସହିପାରିଲାନି ସ୍ୱାମୀ । ସ୍ତ୍ରୀ କରୋନା ଆକ୍ରାନ୍ତ ହେବା ଜାଣିବା ପରେ ଆତ୍ମହତ୍ୟା କରିଛି ସ୍ୱାମୀ । ଏଭଳି ଖବର ଆସିଛି ଗୁରଗାଁଓ ରୁ । ସବୀର ସିଂ ଙ୍କ ପତ୍ନୀଙ୍କ ଦେହ ଅନେକାଂଶ ସମୟରେ ଖରାପ ରହୁଥିଲା । ସେଥିପାଇଁ ସେ ନିୟମିତ ମେଡିକାଲ ଚେକଅପ କରୁଥିଲେ । କିନ୍ତୁ ଗତ ଦୁଇଦନ ତଳେ ତାଙ୍କ ପତ୍ନୀଙ୍କ କରୋନା ପରୀକ୍ଷା ହେବା ପରେ ରିପୋର୍ଟ ପଜେଟିଭ ଆସଲା ।

ଆଉ ପରେ ସବୀରଙ୍କ ମୃତ ଦେହ ତାଙ୍କ ନିଜ ଘରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମିଳିଳା ।ଏବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ସ୍ତ୍ରୀଙ୍କ ରୋଗ ପାଇଁ ମ୍ରିୟମାଣ ସବୀର ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ସୂଚନାରୁ ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking