17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପନିର ଖାଇବାପରେ ଶତାଧିକ ଛାତ୍ର ଅସୁସ୍ଥ

ପନିର ଖାଇବାପରେ ଶତାଧିକ ଛାତ୍ର ଅସୁସ୍ଥ

ଭୋପାଳ: ପନିର ଖାଇବାପରେ ମଧ୍ୟପ୍ରଦେଶର ଗୋୱାଲିୟରସ୍ଥିତ ଲକ୍ଷ୍ମୀବାଈ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଡୁକେସନର ଶତାଧିକ ଛାତ୍ର ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ମଙ୍ଗଳବାର ରାତ୍ରୀଭୋଜନ କରିବାପରେ ଅସୁସ୍ଥ ହୋଇପଡିଥିବା ଛାତ୍ରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

୭୦ ଜଣଙ୍କୁ ଔଷଧ ସେବନ କରିବାକୁ ଦିଆଯାଇଥିବାବେଳେ ଅବଶିଷ୍ଟ ଛାତ୍ରଙ୍କ ଶରୀରରେ ସାଲାଇନ୍ ଖଞ୍ଜଯାଇଥିଲା । ଜଣେ ଛାତ୍ର ଗୁରୁତର ହୋଇପଡିଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଖାଦ୍ୟ ବିଷାକ୍ତ ହୋଇଥିବାରୁ ଛାତ୍ରମାନେ ଅସୁସ୍ଥ ହୋଇପଡିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking