28.1 C
Bhubaneswar
Wednesday, July 3, 2024
Homeଓଡିଶାକଂଗ୍ରେସ ଭବନ ଆଗରେ ହଲ୍ଲାବୋଲ

କଂଗ୍ରେସ ଭବନ ଆଗରେ ହଲ୍ଲାବୋଲ

ଭୁବନେଶ୍ୱର : ଭୁବନେଶ୍ୱର କଂଗ୍ରେସ ଭବନ ଆଗରେ ପୁଣି ହଲ୍ଲାବୋଲ । ଧାରଣାରେ ବସିଥିବା ଶ୍ରୀୟାସ୍ମିତା ପଣ୍ଡାଙ୍କ ସମର୍ଥକଙ୍କ ହୋହଲ୍ଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପୋଷ୍ଟର ପୋଡି ପ୍ରତିବାଦ । ବହିଷ୍କାର ପ୍ରତିବାଦରେ ୯ ଦିନ ହେଲା ଧାରଣା ଦେଉଛନ୍ତି ଶ୍ରୀୟାସ୍ମିତା ।

ନୂଆ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଲକ୍ଷ୍ମୀସାଗର ଥାନାରେ ରୁଜୁ ହେଲା ପ୍ରଥମ ମାମଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking