13.1 C
Bhubaneswar
Sunday, December 7, 2025
Homeଓଡିଶାକେଉଁ ବିଭାଗକୁ କେତେ(କୋଟିରେ)

କେଉଁ ବିଭାଗକୁ କେତେ(କୋଟିରେ)

ଭୁବନେଶ୍ୱର: ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ ହୋଇଛି । ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବିଧାନସଭାରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ନୂଆ ସରକାର । ବଜେଟ ଆକାର ବଢି ୨ ଲକ୍ଷ ୯୦ ହଜାର କୋଟିରେ ପହଞ୍ଚିଛି।୧. ଗୃହ ବିଭାଗ: ୧୦୭୫୯.୯୦
୨. ସାଧାରଣ ପ୍ରଶାସନ ବିଭାଗ: ୭୪୦.୭୮
୩. ରାଜସ୍ୱ ବିଭାଗ: ୧୯୧୩.୨୮
୪. ଆଇନ ବିଭାଗ: ୧୦୫୯.୪୪
୫. ଅର୍ଥ ବିଭାଗ: ୬୩୫୧୧.୯୧
୬. ବାଣିଜ୍ୟ ବିଭାଗ: ୩୦୮.୮୧
୭. ନିର୍ମାଣ ବିଭାଗ: ୧୨୦୦୦.୦୦
୮. ଓଡ଼ିଶା ବିଧାନସଭା: ୧୪୪.୬୨
୯. ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ :୧୫୩୭.୭୭
୧୦. ସ୍କୁଲ ଓ ଗଣଶିକ୍ଷା ବିଭାଗ: ୩୧୧୮୫.୪୭
୧୧. ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ କଲ୍ୟାଣ ବିଭାଗ: ୬୪୩୬.୧୦
୧୨. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ:୨୨୭୪୧.୨୧
୧୩. ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ: ୯୯୭୩.୫୭
୧୪. ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ: ୩୭୩.୨୨
୧୫. କ୍ରୀଡ଼ା ଓ ଯୁବସେବା ବିଭାଗ: ୧୩୧୯.୭୯
୧୬. ଯୋଜନା ଓ ସଂଯୋଜନ ବିଭାଗ: ୨୮୦୮.୨୨
୧୭. ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ : ୨୮୪୫୧.୩୧
୧୮. ସାଧାରଣ ଅଭିଯୋଗ ଓ ପେନ୍‌ସନ୍ ପ୍ରଶାସନ ବିଭାଗ: ୨.୯୬
୧୯. ଶିଳ୍ପ ବିଭାଗ : ୮୦୮.୧୫
୨୦. ଜଳ ସମ୍ପଦ ବିଭାଗ: ୧୪୮୯୪.୨୧
୨୧. ପରିବହନ ବିଭାଗ: ୩୭୯୪.୮୮
୨୨. ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ:୧୪୯୧.୪୯
୨୩. କୃଷି ଓ କୃଷକ ସଶକ୍ତିକରଣ ବିଭାଗ: ୧୪୭୦୦.୭୧
୨୪. ଇସ୍ପାତ ଓ ଖଣି ବିଭାଗ : ୪୦୪.୩୯
୨୫. ସୂଚନା ଓ ଲୋକସମ୍ପର୍କ ବିଭାଗ: ୧୬୦.୭୦
୨୬. ଅବକାରୀ ବିଭାଗ: ୨୪୪.୯୯
୨୭. ବିଜ୍ଞାନ ଓ ବୈଷୟିକ ଶିକ୍ଷା ବିଭାଗ: ୩୫୩.୨୨
୨୮. ଗ୍ରାମ ଉନ୍ନୟନ ବିଭାଗ: ୧୦୦୨୦.୧୨
୨୯. ସଂସଦୀୟ ବ୍ୟାପାର ବିଭାଗ: ୭୪.୭୧
୩୦. ଶକ୍ତି ବିଭାଗ: ୩୯୬୨.୩୩
୩୧. ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ: ୨୬୬.୫୮
୩୨. ପର୍ଯ୍ୟଟନ ବିଭାଗ: ୮୨୦.୦୮
୩୩. ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗ: ୧୯୦୯.୧୨
୩୪. ସମବାୟ ବିଭାଗ: ୨୨୭୬.୯୬
୩୫. ସରକାରୀ ଉଦ୍ୟୋଗ ବିଭାଗ: ୧୧.୦୪
୩୬. ମହିଳା ଓ ଶିଶୁ ବିକାଶ ବିଭାଗ: ୧୫୨୨୨.୮୫
୩୭. ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ: ୬୮୮.୮୩
୩୮. ଉଚ୍ଚ ଶିକ୍ଷା ବିଭାଗ : ୩୬୫୫.୮୩
୩୯. ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ: ୧୭୮୪.୫୪
୪୦. ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ: ୭୫୮.୮୬
୪୧. ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ: ୯୧୨୦.୬୬
୪୨. ବିପର୍ଯ୍ୟୟ ପରିଚାଳନା ବିଭାଗ: ୪୦୪୯.୮୫
୪୩. ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ: ୪୮୧.୮୩
୪୪. ମିଶନ ଶକ୍ତି : ୨୭୭୪.୭୩
ମୋଟ : ୨୯୦୦୦୦.୦୦

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking