32.1 C
Bhubaneswar
Sunday, March 29, 2026
Homeଓଡିଶାବଢିଚାଲିଛି ପାରିବା ଦର

ବଢିଚାଲିଛି ପାରିବା ଦର

ଭୁବନେଶ୍ୱର : ବଢିଚାଲିଛି ପାରିବା ଦର। ୫୦୦ ଟଙ୍କା ନେଇ ବଜାରକୁ ଗଲେ ମଧ୍ୟ ଖାଉଟିଙ୍କ ବ୍ୟାଗ ସମ୍ପୂର୍ଣ ଭାବେ ଫୁଲ ହୋଇ ପାରୁନାହିଁ। ଭୁବନେଶ୍ୱରରେ ପରିବା ଦର ଆକାଶ ଛୁଆଁ ହୋଇଛି। ଟମାଟୋ କିଲୋ ୧୦୦, ପୋଟଳ, ବାଇଗଣ, ବିନ୍ସ, ଝୁଡଙ୍ଗ, କାକୁଡି ଆଦିି ପରିବା ଦର ୮୦ ଟଙ୍କା ଉପରେ ରହିଛି । ବନ୍ଧାକୋବି, ଫୁଲକୋବି ଦର ବି ୭୦ରୁ ୮୦ ଟଙ୍କା ରହିଛି । ଟମାଟୋ କିଲୋ ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦର ୧୦୦ ଟପିବ ବୋଲି ଆଶଙ୍କା କରାଯାଉଛି । ପରିବା ଦର ଏତେ ବଢିଯାଇଛି ଯେ ଲୋକେ ଦର ଶୁଣି ଛାନିଆ ହୋଇଯାଇଛନ୍ତି । ୫୦୦ ଟଙ୍କା ନେଇ ଗଲେ ମଧ୍ୟ ପରିବା ବ୍ୟାଗ ଫୁଲ ହେଉନାହିଁ । ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking