26.1 C
Bhubaneswar
Saturday, October 26, 2024
Homeଓଡିଶାବାଣ ବିସ୍ଫୋରଣରେ ଉଡିଲା ଘର : ଜଣେ ଗୁରୁତର

ବାଣ ବିସ୍ଫୋରଣରେ ଉଡିଲା ଘର : ଜଣେ ଗୁରୁତର

ବ୍ୟୁରୋ : ବାଣ ବିସ୍ଫୋରଣରେ ଉଡିଲା ଘର ।  ନୟାଗଡ ଜିଲ୍ଲା  ଭାପୁର ବ୍ଲକ ତରବାଲୋ ଗାଁରେ ବେଆଇନ ଭଆବରେ ବାଣ ପ୍ରସ୍ତୁତ କରୁଥିବା ବେଲେ ବିସ୍ଫୋରଣ ହେବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି ।  ଏହି ବଆଣ ବିସ୍ଫୋରଣରେ ତାଙ୍କ ଘର ସମ୍ପୁର୍ଣ୍ ନଷ୍ଟ ହୋଇଯାଇଛି । ବାଣ ପ୍ରସ୍ତୁତ କରୁଥିବା ଧନେଶ୍ୱର ଦଳେଇ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ଦେହରେ ପ୍ରାୟ  ୬୦ ପ୍ରତିଶତ ପୋଡିଯାଇଥିବା ଜଣାପଡିଛି ।  ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking