ଭୁବନେଶ୍ୱର : ଶୂନ୍ୟକାଳରେ ବିଜେଡି ବିଧାୟକଙ୍କ ଜୋରଦାର ହଟ୍ଟଗୋଳ । ୩୧୪ ବ୍ଲକରେ ଉନ୍ନୟନ କାମ ଠପ୍ ଅଭିଯୋଗ ଆମିଲା ବିଜେଡି । ବାରମ୍ବାର ମୁଲତବି ନୋଟିସ୍ ପରେ ବି ବାଚସ୍ପତି ଗ୍ରହଣ କରୁନଥିବା ଅଭିଯୋଗ । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବି ।