୬ସହରରେ ହେବ ୧୯ଟି ଏଫଏମ୍‌‌ ରେଡିଓ ଷ୍ଟେସନ୍‌‌

ଭୁବନେଶ୍ୱର : ଓଡ଼ିଶାର ୬ଟି ସହରରେ ୧୯ ଟି ପ୍ରାଇଭେଟ୍‌‌ ଏଫ୍‌‌ଏମ୍‌‌ ରେଡିଓ ଷ୍ଟେସନ୍‌‌ ଆରମ୍ଭ ହେବ। ପୁରୀ, ଭଦ୍ରକ, ବାଲେଶ୍ୱର, ବାରିପଦା, ସମ୍ବଲପୁରରେ ୩ଟି ଲେଖାଏଁ ହେବାକୁ ଥିବା ବେଳେ ବ୍ରହ୍ମପୁରରେ ଆରମ୍ଭ ହେବ ୪ଟି ଏଫଏମ୍‌‌ ରେଡ଼ିଓ ଷ୍ଟେସନ୍‌‌। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌‌ ବୈଠକରେ ଘରୋଇ ଏଫଏମ୍‌‌ ରେଡ଼ିଓ ତୃତୀୟ ପର୍ୟ୍ୟାୟ ନୀତି ଆଧୀନରେ ୨୩୪ଟି ନୂଆ ସହରରେ ମୋଟ୍‌‌ ୭୩୦ଟି ଚ୍ୟାନେଲ ପାଇଁ ତୃତୀୟ ବ୍ୟାଚ୍‌‌ ଇ-ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି। … Continue reading ୬ସହରରେ ହେବ ୧୯ଟି ଏଫଏମ୍‌‌ ରେଡିଓ ଷ୍ଟେସନ୍‌‌