34.1 C
Bhubaneswar
Saturday, February 28, 2026
Homeଓଡିଶାସବୁ ଦଳର ସମର୍ଥନ ଆଶା: ଦତ୍ତେଶ୍ୱର

ସବୁ ଦଳର ସମର୍ଥନ ଆଶା: ଦତ୍ତେଶ୍ୱର

ଭୁବନେଶ୍ୱର: ଆଜି ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି ଏହାରି ଭିତରେ ନାଁ ଘୋଷଣା ପରେ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଡା. ଦତ୍ତେଶ୍ୱର ହୋତା । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଲେ ସବୁ ଦଳ ଠାରୁ ସମର୍ଥନ ପାଇବାକୁ ଆଶା ରଖିଛି ।

ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ୱର ହୋତା ରାଜ୍ୟସଭା ପ୍ରାର୍ଥୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking