27.1 C
Bhubaneswar
Saturday, October 19, 2024
Homeଓଡିଶାଚଣ୍ଡିଖୋଲ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ 

ଚଣ୍ଡିଖୋଲ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ 

ଯାଜପୁର :
ଜୟ  ଜଗନ୍ନାଥ
ଜୟ ମା ବିରଜା
ମାନ୍ୟବର ପ୍ରଧାନ ମନ୍ତ୍ରୀ ଜୀ
ମାନ୍ୟବର ରାଜ୍ୟପାଳ
ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଗଣ
ଏବଂ ପ୍ରିୟ ଭାଇ ଓ ଭଉଣୀ ମାନେ
ସମସ୍ତଙ୍କୁ ନମସ୍କାର।
ଆଜି ମହାନ୍ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ।ଏହି ଅବସରରେ  ମୁଁ ତାଙ୍କ ପ୍ରତି ମୋର  ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ବିଜୁ ବାବୁ ଜଣେ visionary leader ଥିଲେ। ଦେଶ, ଏପରିକି ବିଦେଶର ସ୍ବାଧିନତା ସଂଗ୍ରାମରେ ମଧ୍ୟ ନିଜର ଗୁରୁତ୍ବପୁର୍ଣ ଅବଦାନ ରଖିଛନ୍ତି। ଓଡ଼ିଶାର ଉନ୍ନତି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସେ  ସାରା  ଜୀବନ କାମ କରି ଯାଇଛନ୍ତି। 1990 ରେ ସେ କଳିଙ୍ଗ ନଗର କୁ industrial hub କରିବା ପାଇଁ   ବିଜୁ ବାବୁ ଚିନ୍ତା  କରିଥିଲେ । ଆଜି କଳିଙ୍ଗ ନଗର ଦେଶର  ଷ୍ଟିଲ ହବ୍ ହୋଇ ପାରିଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶ ଏଥିରୁ  ଲାଭ ପାଉଛି।ଖୁସିର କଥା, ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ଆମ ସହିତ ଅଛନ୍ତି।ମୁଁ ତାଙ୍କୁ ଓଡ଼ିଶାକୁ ସ୍ଵାଗତ କରୁଛି।
I welcome the Hon’ble Prime Minister ji to Odisha.
Hon’ble Prime Minister has set a new direction for India. He is taking India on an accelerated drive to make it an economic powerhouse. India is now the 5th largest economy.marching forward to be the number 3 in a few years.
ଖୁସିର  କଥା  ମାନ୍ୟବର  pradhamantri  ଆଜି ଓଡିଶା  ପାଇଁ  ଅନେକ  project ଆରମ୍ଭ  କଲେ  Chandikhol-Paradeep NH ସହିତ  ଅନେକ  NH raw expansion., Desalination plant, LPG terminal, gas pipeline, ନୂଆ train ପରି ବିଭିନ୍ନproject. I thank  Hon’ble  Prime  Minister for his focus on the development of Odisha.
ଆଜି  ଓଡିଶା  ପୂର୍ବ  ଭାରତର  ଏକ major manufacturing hub ହେବାକୁ  ଯାଉଛି  . Infrastructure  development ରେ  both social and physical infrastructure କ୍ଷେତ୍ରରେ ଓଡିଶାରେ  ଆଜି  ରୂପାନ୍ତର  ଆସିଛି  .ମିଶନ  ଶକ୍ତି  ମା  ମାନେ ଆଜି   ଉଦ୍ୟୋଗୀ ହେବାକୁ  ଆଗେଇ  ଆସୁଛନ୍ତି. ପୁଞ୍ଜିନିବେଶ କ୍ଷେତ୍ରରେ  ଓଡିଶା  ଆଜି  ଦେଶର  top  second  state  ହୋଇ ପାରିଛି.
ମହାପ୍ରଭୁଙ୍କ  ଆଶୀର୍ବାଦ  ଓ  କୋଟି  କୋଟି  ଜଗନ୍ନାଥ ପ୍ରେମୀଙ୍କ  ଶୁଭେଚ୍ଛା  ଓ  ସହଯୋଗରେ  ଶ୍ରୀ ମନ୍ଦିର  ପରିକ୍ରମା  ପ୍ରକଳ୍ପ ଏବଂ  ସମଲେଇ  ପ୍ରକଳ୍ପ  ଲୋକାର୍ପିତ  ହୋଇଛି. ମା  ବିରଜାଙ୍କ  ମନ୍ଦିରର  ରୂପାନ୍ତର  କାମ  ଚାଲିଛି ।ବିକାଶ  ଆଜି  ଓଡିଶାର  ନୂଆ  ପରିଚୟ  ହୋଇଛି. ଆଗକୁ  ଆହୁରି  ଅନେକ  କାମ  କରିବାକୁ  ଅଛି.
I seek the support of the Hon’ble Prime Minister in the endeavor of 4.5 crore people of Odisha.
ଓଡିଶାର ବିକାଶ ପାଇଁ ସାଢେ ଚାରି କୋଟି ଓଡିଶାବାସୀଙ୍କ ଉଦ୍ୟମରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା  କରୁଛି.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking