31.1 C
Bhubaneswar
Friday, October 18, 2024
Homeଓଡିଶାତାଲିମ ବେଳେ ଟଳିପଡ଼ିଲେ ଗୃହରକ୍ଷୀ

ତାଲିମ ବେଳେ ଟଳିପଡ଼ିଲେ ଗୃହରକ୍ଷୀ

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ଅଫିସରେ ବୁଧବାର ଏକ ଅଘଟଣ ଘଟିଛି । ତାଲିମ ବେଳେ ଜଣେ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି । ମୃତ ଗୃହରକ୍ଷୀଙ୍କ ନାମ ବାସୁଦେବ ମାନସିଂହ ବୋଲି ଜଣାପଡ଼ିଛି । ରିଫ୍ରେସର କୋର୍ସ ପାଇଁ ତାଲିମ ଦିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଏନେଇ ସହିଦନଗର ଥାନା ପୁଲିସ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ, ବାସୁଦେବ ଏୟାରଫିଲ୍ଡ ଥାନାରେ କାର୍ଯ୍ୟରତ ଥିଲେ ।

ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ରକ୍ତଦାନ ଶିବିର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking