32.1 C
Bhubaneswar
Saturday, October 19, 2024
Homeଓଡିଶାଭୁବନେଶ୍ୱରରୁ ହୋର୍ଡିଂ ହଟୁ : ଅପରାଜିତା

ଭୁବନେଶ୍ୱରରୁ ହୋର୍ଡିଂ ହଟୁ : ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ୱର ସହରରୁ ସବୁ ହୋର୍ଡିଂ ଉଠାଇବାକୁ ସାଂସଦ ଅପରାଜିତାଙ୍କ ଦାବି । ପ୍ରେସମିଟ୍‌ରେ ଦାବି କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡେ ହୋର୍ଡିଂ ଲଗାଯାଇଛି । ଏହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି, ସହର ଖରାପ ଦିଶୁଛି । ବିଏମ୍‌ସି କମିଶନର ପିସିଙ୍କ ସହାୟତାରେ ୨ ଦିନ ମଧ୍ୟରେ ହୋର୍ଡିଂ ହଟାନ୍ତୁ ।

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୧ ଗୁରୁତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking