30.1 C
Bhubaneswar
Tuesday, March 18, 2025
Homeଓଡିଶାବଢୁଛନ୍ତି ଏଚଆଇଭି ରୋଗୀ : ମନ୍ତ୍ରୀ

ବଢୁଛନ୍ତି ଏଚଆଇଭି ରୋଗୀ : ମନ୍ତ୍ରୀ

ଭୁବନେଶ୍ୱର: ୨୦୨୧ରେ ୨୩୪୧ ଏଚଆଇଭି ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୨୨ରେ ୩୨୩୨ ଏଚଆଇଭି ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୨୩- ୨୪ରେ ୩୪୩୬ ଏଚଆଇଭି ରୋଗୀ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୨୦୨୪ ସୁଦ୍ଧା ୬୩, ୭୪୨ ଏଚଆଇଭି  ରୋଗୀ  ଚିହ୍ନଟ ହୋଇଛନ୍ତି । ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking