27.1 C
Bhubaneswar
Saturday, December 13, 2025
Homeଓଡିଶାସମ୍ବଲପୁରରେ ସର୍ବାଧିକ ଧାନ କିଣା: ମନ୍ତ୍ରୀ

ସମ୍ବଲପୁରରେ ସର୍ବାଧିକ ଧାନ କିଣା: ମନ୍ତ୍ରୀ

ଭୁବନେଶ୍ୱର: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ମିଲରଙ୍କ ସମସ୍ୟା ସମାଧାନ ହୋଇଛି । କିଛି ଦାବି ପୂରଣ କରିଛନ୍ତି ସରକାର । ମିଲରଙ୍କ ଆଉ କିଛି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କଷ୍ଟଡିଆନ ଚାର୍ଜ ବୃଦ୍ଧି ଦାବି ପୂରଣ ହୋଇଛି । ମିଲିଂ ଚାର୍ଜ ବଢାଇବା ଦାବି ସମ୍ପର୍କରେ ବିଚାର କରାଯାଉଛି । ସମ୍ବଲପୁରରେ ସର୍ବାଧିକ ୫୧,୭୬୬ ମେଟ୍ରିକ ଟନ୍ ଧାନ କିଣା ହୋଇଛି । ବରଗଡରେ ୩୪,୩୦୫, କଳାହାଣ୍ଡିରେ ୨,୮୫. ବଲାଙ୍ଗିରରେ ୨୨ ମେଟ୍ରିକ ଟନ୍‌, ନୂଆପଡାରେ ୪୩୮ ଓ ସୁବର୍ଣ୍ଣପୁର ୧୫ ମେଟ୍ରିକ ଟନ ଧାନକିଣା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking