19.1 C
Bhubaneswar
Friday, November 22, 2024
Homeଓଡିଶାହାତୀ ମୃତ୍ୟୁ ନେଇ ହାଇକୋର୍ଟଙ୍କ ଉଦବେଗ

ହାତୀ ମୃତ୍ୟୁ ନେଇ ହାଇକୋର୍ଟଙ୍କ ଉଦବେଗ

କଟକ : ବଢି ଚାଲିଥିବା ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ । ବଢି ଚାଲିଥିବା ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ । ହାତୀ ସୁରକ୍ଷା ନେଇ ବରିଷ୍ଠ ଅଧିକାରୀଙ୍କ ଠାରୁ ସତ୍ୟପାଠ ତଲବ । ଜଏଣ୍ଟ ଟାସ୍କଫୋର୍ସ କାର୍ଯ୍ୟ ସମ୍ପର୍କରେ ସତ୍ୟପାଠ ଦାକଲ ନିର୍ଦ୍ଦେଶ । ଜଏଣ୍ଟ ଟାସ୍କଫୋର୍ସ କଣ କାମ କରୁଛି ଜଣାଇବାକୁ ଏଏସପିଙ୍କୁ ନିର୍ଦ୍ଦେଶ । ହାତୀ ହତ୍ୟା ମାମଲାରେ କେତେ ଜଣଙ୍କୁ ଗିରଫ କରାଯାିଛି ପଚାରିଲେ କୋର୍ଟ । ଗିରଫ ପରେ ମାମଲା କେଉଁ ସ୍ଥିତିରେ ରହିଛି ଜଣିବାକୁ ଚାହିଁଲେ କୋର୍ଟ । ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଠାରୁ ସତ୍ୟପାଠ ମାଗିଲେ ହାଇକୋର୍ଟ । ସତ୍ୟପାଠ ଦାଖଲ ସହ ପରବର୍ତ୍ତୀ ଶୁଣାଣି ବେଳେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking