32.1 C
Bhubaneswar
Saturday, October 19, 2024
Homeଓଡିଶାବାଲି ଉଠାଣରେ ହାଇକୋର୍ଟଙ୍କ ରୋକ୍‌

ବାଲି ଉଠାଣରେ ହାଇକୋର୍ଟଙ୍କ ରୋକ୍‌

କଟକ: ବାଲିଉଠାଣ ଉପରେ ପୁଣି ହାଇକୋର୍ଟଙ୍କ ରୋକ୍ ଲାଗିଛି । ରାଜ୍ୟକ୍ରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ । ଅତି ଅବଶ୍ୟକକୁ ଦୃଷ୍ଟିରେ ରଖି ଅନୁମତି ଦେଇଥିଲା ବିଭାଗ । ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଏହିଭଳି ବିଜ୍ଞପ୍ତି ଜାରି କରିଥିଲା ।

ଟ୍ରକ୍ ଧକ୍କାରେ ପୁଅ ମୃତ, ବାପା ଗୁରୁତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking