16.1 C
Bhubaneswar
Wednesday, January 14, 2026
Homeଓଡିଶାଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା

ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା

ପୁରୀ: ଶ୍ରୀମନ୍ଦିରରେ ପୁଣି ଆସିଲା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ ଖବର । ପୁଣି ଚଷମାରେ ହିଡେନ୍ କ୍ୟାମେରା ଧରାପଡିଲା । କୋଲକତାର ଜଣେ ଭକ୍ତ ହିଡେନ୍ କ୍ୟାମେରା ଚଷମା ନେଇ ଧରାପଡିଲେ । ସନ୍ଦେହ କରି ଧରିଲେ ଜେଟିପି । ସିଂହଦ୍ୱାର ଥାନାରେ ଚାଲିଛି ପଚରାଉଚରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking