28.1 C
Bhubaneswar
Friday, September 20, 2024
Homeଓଡିଶାଗୁଟଖା କାରଖାନାରେ ହେଲା ଚଢାଉ

ଗୁଟଖା କାରଖାନାରେ ହେଲା ଚଢାଉ

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀ ସ୍ଥିତ ବେଆଇନ ଗୁଟଖା କାରଖାନାରେ ପୁଲିସ ଚଢ଼ାଉ କରିଛି। ଏହି ସମୟରେ ବିପୁଳ ପରିମାଣର ଗୁଟଖା ପ୍ୟାକେଟ ସହ ମେସିନ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି ପୁଲିସ। କାରଖାନାରେ ନିୟୋଜିତ ୫ଜଣ କର୍ମଚାରୀ ଓ ମାଲକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ପୂର୍ବରୁ ଗୁଟଖା କାରାଖାନାର ମାଲିକ ନରେନ୍ଦ୍ର ସାହୁ ତିନି ଥର ଗିରଫ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking