28.7 C
Bhubaneswar
Thursday, April 9, 2026
Homeଦେଶ ବିଦେଶମୁମ୍ବାଇରେ ପ୍ରବଳ ବର୍ଷା: ରେଡ୍ ଆଲର୍ଟ ଜାରି

ମୁମ୍ବାଇରେ ପ୍ରବଳ ବର୍ଷା: ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ବର୍ଷା । ସୋମବାର ଦିନ ଲଗାତାର ଦ୍ୱିତୀୟ ଦିନ ପାଇଁ ଭାରତ ପାଣିପାଗ ବିଭାଗ ସହର ପାଇଁ ରେଡ୍ ଆଲର୍ଟ ଜାରି କରିଛି। ବୋରିଭଲି, ଥାଣେ, କଲ୍ୟାଣ, ମୁଲୁଣ୍ଡ, ପୱାଇ, ସାନ୍ତାକ୍ରୁଜ୍, ଚେମ୍ବୁର, ୱର୍ଲି, ନଭି ମୁମ୍ବାଇ ଏବଂ କୋଲାବା ଭଳି ଅଞ୍ଚଳକୁ ସତର୍କତା ଜାରି କରାଯାଇଛି । ଗତ କିଛି ଦିନ ଧରି ପ୍ରବଳ ବର୍ଷା ଲୋକମାନେ ହଇରାଣ ହରକତ ହେଉଛନ୍ତି ।ରାସ୍ତାରେ ପାଣି ଜମି ରହିବା ଏବଂ ଟ୍ରାଫିକ୍ ଜାମ୍ ପାଇଁ ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ଲୋକମାନେ ନିଜ କାର୍ଯ୍ୟସ୍ଥଳରେ ପହଞ୍ଚିବା ପାଇଁ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ସ୍ଥାନୀୟ ଟ୍ରେନ୍ ସେବା ବନ୍ଦ ହୋଇଯାଇଛି ।ଶୁକ୍ରବାର ଠାରୁ ମୁମ୍ବାଇରେ ଲଗାତାର ବର୍ଷା ହେଉଛି। ଶୁକ୍ରବାର ଦିନ ହିଁ ପ୍ରବଳ ବର୍ଷା ସହରକୁ ପାଣିରେ ବୁଡ଼ାଇ ଦେଇଥିଲା, ଯାହା ପରେ ଆଇଏମଡି ରେଡ୍ ଆଲର୍ଟ ଜାରି କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking