28.1 C
Bhubaneswar
Thursday, July 4, 2024
Homeଓଡିଶାଭଦ୍ରକ, ଯାଜପୁର ଓ ଆନ୍ଦପୁରରେ ପ୍ରଚଣ୍ଡ ଶବ୍ଦ, ଲୋକେ ଭୟଭିତ

ଭଦ୍ରକ, ଯାଜପୁର ଓ ଆନ୍ଦପୁରରେ ପ୍ରଚଣ୍ଡ ଶବ୍ଦ, ଲୋକେ ଭୟଭିତ

ଭୁବନେଶ୍ୱର : ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ ଆନ୍ଦପୁରରେ ପ୍ରଚଣ୍ଡ ଶବ୍ଦ । ବଡ଼ ବୋମା ଭଳି ପ୍ରଚଣ୍ଡ ଶବ୍ଦ ହୋଇ ବିସ୍ଫୋରଣ ଥରିଲା ସମଗ୍ର ଅଞ୍ଚଳ । ଭୟରେ ଲୋକାମନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ ।

ହେଲେ କେଉ କାରଣରୁ ଏଭଳି ଶବ୍ଦ ହେଲା କିଛି ବର୍ତ୍ତମାନ ସୁଦ୍ଧା ବି ସ୍ପଷ୍ଟ ହୋଇନାହିଁ । ଲୋକମାନେ ଏବେ ବି ଭୟରେ ଅଛନ୍ତି । କାହିଁକି ଏମିତି ହେଲା କ’ଣ ପାଇଁ କିଛି ବି ସ୍ପଷ୍ଟ ହୋଇ ପାରୁ ନାହିଁ ।

ବଡ଼ଦାଣ୍ଡରେ ଟ୍ରଲିରେ ବୁହା ହେଲେ ଚତୁର୍ଦ୍ଧାମୂର୍ତ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking