26.1 C
Bhubaneswar
Wednesday, December 17, 2025
Homeଓଡିଶାପୁରୀରେ ପ୍ରବଳ ଭିଡ: ସତର୍କ କଲା ପୋଲିସ

ପୁରୀରେ ପ୍ରବଳ ଭିଡ: ସତର୍କ କଲା ପୋଲିସ

ପୁରୀ: ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ପୁରୀରେ ଭକ୍ତଙ୍କ ପ୍ରବଶ ସମାଗମ । ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ଯୋଗୁଁ ସତର୍କ କରାଇଲା ଓଡିଶା ପୋଲିସ । ସହରରେ ଥିବା ପାର୍କିଂ ସ୍ଥାନଗୁଡିକ ପ୍ରାୟ ଭର୍ତ୍ତି ହୋଇସାରିଛି । ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ କରାଯାଉଛି ପାର୍କିଂ । ବାଟଗାଁ / ମାଳତୀପାଟପୁରରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ । ସୂଚନା ଧ୍ୟାନରେ ରଖି ପୁରୀ ଆସିବାକୁ ଓଡିଶା ପୋଲିସ ନିର୍ଦ୍ଦେଶ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking