28.1 C
Bhubaneswar
Friday, September 20, 2024
Homeଓଡିଶାହାତୀ ରାମୁର ମୃତ୍ୟୁ

ହାତୀ ରାମୁର ମୃତ୍ୟୁ

ଭୁବନେଶ୍ୱର : ସଙ୍କଟରେ ଗଜରାଜ । ଗତକାଲି ସମ୍ବଲପୁର ଓ ସୁନ୍ଦରଗଡ଼ରେ ଗୋଟିଏ ଲେଖାଏଁ ହାତୀର ମୃତଦେହ ଉଦ୍ଧାର କରାଯାଇଥିବା ଆଜି ଭୁବନେଶ୍ୱରସ୍ଥ ଚନ୍ଦକା ଜଙ୍ଗଲରୁ ଏକ ଦନ୍ତାର ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ ରାମୁର ମୃତଦେହ ମିଳିଛି । ବିଦୁ୍ୟତ ଆଘାତରେ ରାମୁର ମୃତୁ୍ୟ ହୋଇଥିବା ସନେ୍ଦହ କରାଯାଉଛି । ଚୁନୁକୂଳି ବସ୍ତି ନିକଟରୁ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ବିଦୁ୍ୟତ ବିଭାଗ ଠାରୁ ଖବର ପାଇ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking