31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶହରିୟାଣା ମସ୍‌ଜିଦରେ ଭଙ୍ଗାରୁଜା, ୧୦ ଗିରଫ

ହରିୟାଣା ମସ୍‌ଜିଦରେ ଭଙ୍ଗାରୁଜା, ୧୦ ଗିରଫ

ଚଣ୍ଡିଗଡ: ହରିୟାଣାର ସୋନିପତ୍ ଜିଲ୍ଲା ଅନ୍ତର୍ଗତ ସାନ୍ଦାଲ କଲାନ୍ ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ମସ୍‌ଜିଦରେ ନମାଜପାଠ ଚାଲିଥିବାବେଳେ କେତେକ ଲୋକ ମସ୍‌ଜିଦ ମଧ୍ୟରେ ବଳପୂର୍ବକ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଆକ୍ରମଣରେ ୬ ଜଣ ଆହତ ହୋଇଥିବାବେଳେ ପୁଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି । ଶାନ୍ତିପୂର୍ଣ୍ଣ ଗ୍ରାମଭାବେ ଖ୍ୟାତିଲାଭ କରିଥିବା ସାନ୍ଦାଲ କଲାନ୍ ଗ୍ରାମରେ ଏହି ଘଟଣା ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଛି । ଘଟଣାସ୍ଥଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଚୁମ୍ବନ ଭିଡିଓ ପାଇଁ ଦଲାଇଲାମାଙ୍କ କ୍ଷମାଭିକ୍ଷା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking