19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଦୂର ହେଲା ହରିଆଣା ବିଜେପିର ବଡ଼ ସମସ୍ୟା; ଫ୍ଲୋର ଟେଷ୍ଟରେ ସୈନୀ ସରକାର ବିଜୟୀ

ଦୂର ହେଲା ହରିଆଣା ବିଜେପିର ବଡ଼ ସମସ୍ୟା; ଫ୍ଲୋର ଟେଷ୍ଟରେ ସୈନୀ ସରକାର ବିଜୟୀ

ନୂଆଦିଲ୍ଲୀ: ଦିନକ ପେୂର୍ବ ହରିଆଣା ମୁଖ୍ୟମନ୍ତ୍ରୀ ଭୋବ ଶପଥ ଗ୍ରହଣ କରିଥିବା ନାୟବ ସିଂହ ସୈନୀ, ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି । ବୁଧବାର ବିଧାନସଭା ଗୃହରେ ସୈନୀଙ୍କ ନେତୃତ୍ୱାଧୀନ ବିଜେପି  ସରକାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଥିବା ବେଳ ସହଜ ବିଜୟ ଲାଭ କରିଛି । ମୁଖ୍ୟମନ୍ତ୍ରୀ ସୈନୀଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ  ଦୀର୍ଘ ସମୟ ଧରି ତର୍କ ବିତର୍କ ଜାରି ରହିବା ଦେଖିବାକୁ ମିଳିଥିଲା । ତେବ ଅନ୍ତିମ ପର୍ଯ୍ୟାୟେର ଅନାସ୍ଥା ପ୍ରସ୍ତାବକୁ ଧ୍ୱନିମତ ଦ୍ୱାରା ପାରିତ କରାଯାଇଥିଲା ।
ରିପୋର୍ଟ ଅନୁସାରେ ବିଧାନସଭାରେ ଆଜି ଅନୁଷ୍ଠିତ ଫ୍ଲୋରେଟଷ୍ଟ (ସଂଖ୍ୟା ଗରିଷ୍ଠତାର ପ୍ରମାଣେ)ର ସୈନୀ ଏବଂ ତାଙ୍କ ନେତୃତ୍ୱାଧୀନ ସରକାରଙ୍କୁ ୪୮ ବିଧାୟକଙ୍କ ସମଥର୍ନ ମିଳିଛି । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭୋର ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ୪୬ବିଧାୟକଙ୍କ ସମଥର୍ନର ଆବଶ୍ୟକତା ରହିଥିବା ବେଳ ୪୮ ବିଧାୟକଙ୍କ ସମଥର୍ନ ସହ ବିଜେପି ନିଜ ଶକ୍ତି ପ୍ରଦଶର୍ନ କରିଛି । ହରିଆଣା ବିଧାନସଭାରୁ ମିଳିଥିବା ସୂଚନାନୁସୋର ବେିଜପିର ସମସ୍ତ ୪୧ ବିଧାୟକଙ୍କ ସେମତ ୬ ସ୍ୱାଧୀନ ବିଧାୟକ ଏବଂ ଲୋକହିତ ପାଟିର୍ର ୧ ବିଧାୟକ ଏହି ଫ୍ଲୋରେଟଷ୍ଟେର ସୈନୀଙ୍କୁ ସମଥର୍ନ ବ୍ୟକ୍ତ କରିଥିଲେ ।
ସୂଚନୋଯାଗ୍ୟ, ମଙ୍ଗଳବାର ହରିଆଣୋର ବେିଜପି ଏବଂ ଜେଜପି (ଜନନାୟକ ଜନତା ପାଟି)ର୍ ମଧ୍ୟରେ ମେଣ୍ଟ ଭଙ୍ଗ ସମ୍ପକର୍ରେ ଘୋଷଣା କରାଯାଇଥିଲା । ଲୋକସଭା ନିର୍ବାଚନରେ ମାତ୍ର ଗୋଟିଏ ଆସନକୁ ନେଇ ଉଭୟ ଦଳ ମଧ୍ୟରେ ସହମତି ହୋଇନପାରିବାରୁ ଉଭୟ ଦଳ ମେଣ୍ଟ ଭଙ୍ଗ କରିଥିଲେ । ତେବ ଏହି ସମୟରେ ମୁଖ୍ୟମନ୍ତ୍ରୀ ପଦରୁ ଅକସ୍ମାତ୍ ଇସ୍ତଫା ଦେଇଥେôଲ ପ୍ରେଦଶ ବିଜେପିର ବରିଷ୍ଠ ନେତା ୬୯ ବର୍ଷୀୟ ମନୋହରଲାଲ ଖଟ୍ଟର । ଖଟ୍ଟରଙ୍କ ସହ ତାଙ୍କ ପୁରା ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଥେôଲ । ତାଙ୍କ ସ୍ଥାନେର ବେିଜପି, ରାଜ୍ୟର ଓବିସି ନେତା ଭୋବ ପରିଚିତ ୫୪ ବର୍ଷୀୟ ନାୟବ ସିଂ ସୈନୀଙ୍କୁ ହରିଆଣାର ୧୧ତମ ନୂଆ ମୁଖ୍ୟମନ୍ତ୍ରୀ ଭୋବ ଅବସ୍ଥାପିତ କରିଥିଲା । ରାଜ୍ୟପାଳ ବନ୍ଦାରୁ ଦତ୍ତୋତ୍ରୟ, ବିଧିବଦ୍ଧ ଭୋବ ସୈନୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥେôଲ । ଏତଦ୍‌ବ୍ୟତୀତ ଖଟ୍ଟରଙ୍କ ନେତୃତ୍ୱାଧୀନ ପୂର୍ବ କ୍ୟାବେିନଟ୍େ‌ର ମନ୍ତ୍ରୀ ପଦେର ଥିବା ସମସ୍ତ ୫ ମନ୍ତ୍ରୀ ମଧ୍ୟ ଆଜି ପୁଣିଥେର ସୈନୀଙ୍କ କ୍ୟାବେିନଟ୍ ମନ୍ତ୍ରୀ ଭୋବ ଶପଥଗ୍ରହଣ କରିଛନ୍ତି । ନୂଆ କ୍ୟାବେିନଟ୍େ‌ର ପୁନଃ ମନ୍ତ୍ରୀ ପଦର ସେୁଯାଗ ପାଇଥିବା ନେତାମୋନ ହେଲ ଜେପି ଦଲାଲ, ମୁଲଚନ୍ଦ ଶର୍ମା, ବନୱାରୀ ଲାଲ, କଁୱରପାଲ ଗୁଜର ଏବଂ ସ୍ୱାଧୀନ ବିଧାୟକ ରଣଜିତ୍ ସିଂ ଚୌତାଲା । କେବଳ ପୂର୍ବ କ୍ୟାବେିନଟ୍େ‌ର ଗୃହମନ୍ତ୍ରୀ ଥିବା ଅନୀଲ ଭିଜ୍‌ଙ୍କୁ ନୂଆ କ୍ୟାବେିନଟ୍‌ରୁ ବାଦ୍ ଦିଆଯାଇଥିଲା ।ତେବେ  ନୂଆ ସରକାର ଗଠନ ସହ ସୈନୀଙ୍କ ପେକ୍ଷ ବିଧାନସଭୋର ଫ୍ଲୋରେଟଷ୍ଟର ସମ୍ମୁଖୀନ ହେବାକୁ ନେଇ ବେିଜପି ଚିନ୍ତୋର ପଡ଼ିଯାଇଥିଲା । କିନ୍ତୁ ଫ୍ଲୋରେଟଷ୍ଟେର ନିଶ୍ଚିତ ବିଜୟ ନେଇ ବେିଜପି ବେଶ୍ ଆଶାବାଦୀ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking