31.1 C
Bhubaneswar
Friday, October 18, 2024
Homeଓଡିଶାଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉମରକୋଟ: ନବରଙ୍ଗପୁର ଉମରକୋଟରେ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ବୁର୍ଜା ପମ୍ପ ହାଉସ୍ ଫ୍ୟାନରେ ଗୋଟିଏ ଦଉଡିରେ ଦୁଇ ମୃତଦେହ ଝୁଲିରହିଛି। ମୃତ ଯୁବକ ପମ୍ପ ହାଉସ୍‌ରେ ଠିକା କର୍ମଚାରୀ ଭାବେ କାମ କରୁଥିବା ଜଣାପଡିଛି। ଏବଂ ଯୁବତର ଜଣକ ପାଖ ଗାଁର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟା କିମ୍ବା ଆତ୍ମହତ୍ୟା ସେ ନେଇ କୌଣସି ସୂଚନା ମିଳିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ସମ୍ପର୍କରେ କଳଙ୍କ; ଖୁଡିକୁ ଦୁଷ୍କର୍ମ କରି ପୁତୁରା ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking